ସୁଦୀର୍ଘ ବେଳାଭୂମି ଓ ସାମୁଦ୍ରିକ ତଟ ଅଞ୍ଚଳକୁ ନେଇ ସମଗ୍ର ବିଶ୍ୱରେ ଗୌରବର ବାନା ଉଡାଉଥିବା ଓଡ଼ିଶା ପାଇଁ ଏହି ପ୍ରାକୃତି ସମ୍ପଦ ଏବେ କାଳ ହେବାକୁ ଯାଉଛି । ଓଡ଼ିଶାର ଦୀର୍ଘ ବେଳାଭୂମି ସହ ଘଞ୍ଚ ଜଙ୍ଗଲ ବାତ୍ୟା ଓ ସୁନାମୀକୁ ମୁକାବିଲା କରୁଥିବାବେଳେ କିନ୍ତୁ ପରବର୍ତ୍ତୀ ସମୟରେ ଏହି ବେଳାଭୂମିର ଅଧିକାଂଶ ଜଙ୍ଗଲ ମାଫିଆଙ୍କ ହାତରେ ପଡ଼ି ଚାଷ ଜମିରେ ପରିଣତ ହେଲା । ସେହିପରି ବାଲେଶ୍ୱରରୁ କେନ୍ଦ୍ରାପଡ଼ାର ରାଜନଗର ଓ ପାରାଦ୍ୱୀପକୁ ଛୁଇଁଥିବା ସମୁଦ୍ରତଟ ଏବେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ଚରାଭୂମି ପାଲଟିଛି । ବାଙ୍ଗଲାଦେଶରେ ବେରୋଜଗାରୀ ଓ ଥଇଥାନ ମୁଖ୍ୟ ପ୍ରସଙ୍ଗ ହୋଇଥିବାରୁ ଓଡ଼ିଶାର ଖୋଲାମେଲା ସମୁଦ୍ରତଟ ଏହି ଅନୁପ୍ରବେଶକାରୀଙ୍କ ଜୀବନ ଜୀବିକାର କେନ୍ଦ୍ର ପାଲଟିଛି । ବିଭାଜନ ପୂର୍ବରୁ ପୂର୍ବବଙ୍ଗ ତଥା ପଶ୍ଚିମବଙ୍ଗ ଭିତରେ ସୀମାବର୍ତ୍ତୀ କୌଣସି ନିୟନ୍ତ୍ରଣ ବା କଟକଣା ନଥିବାରୁ କିଛି ଦିନ ଏହା ରୟାଲ ବେଙ୍ଗଲ ଟାଇଗରର କ୍ଷେତ୍ରସ୍ଥଳୀ ପାଲଟିଥିଲା । ମାଛଧରା ଜୀବିକା କେବଳ ବାଙ୍ଗଲାଦେଶୀ ନୁହେଁ ତଟବର୍ତ୍ତୀ ଓଡ଼ିଆଙ୍କ ଜୀବନ ଜୀବିକା ଥିଲା । ତେବେ ଏହି ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ଯେ ବିନା ସରକାରୀ ଓ ସ୍ଥାନୀୟ ପ୍ରୋତ୍ସାହନରେ ସେମାନଙ୍କ ପ୍ରଭାବ ବିସ୍ତାର କରିଛନ୍ତି ତାହାନୁହେଁ । ସେମାନେ ନିଜର ଜୀବିକା ସହ ଜଡ଼ିତ ଥିବା ଓଡ଼ିଶା ମତ୍ସ୍ୟଜୀବୀ ମାନଙ୍କ ସହ ସୁସମ୍ପର୍କ, ସ୍ଥଳବିଶେଷରେ ପାରିବାରିକ ସମ୍ପର୍କ ରଖି ସ୍ଥାନୀୟ ଗାଁ ମୁଖିଆ, ବନକର୍ମଚାରୀ, ତଟବନରକ୍ଷୀ ଓ ପୁଲିସକୁ ସନ୍ତୁଷ୍ଟ କରି ନିଜ ଯୋଜନାକୁ ସଫଳ କରିବାକୁ ସକ୍ଷମ ହୋଇଛନ୍ତି । କେବଳ ମାଛଧରି ନୁହେଁ ଜଙ୍ଗଲରୁ ବିଭିନ୍ନ ଜଙ୍ଗଲୀ ପଶୁ ହରିଣ, ବରାହ ମାରି ମାଂସ ଓ ଚମଡ଼ାର ଚୋରା ବ୍ୟାପର କରୁଛନ୍ତି । ଓଡ଼ିଶାର ତଟଦେଶରେ ଥିବା ଓଡ଼ିଆମାନେ ୧୯୬୭, ୧୯୭୨ ଓ ପରେ ୧୯୯୯ର ମହାବାତ୍ୟାକୁ ସାମ୍ନା କରିଛନ୍ତି । ଇତିହାସର ପୃଷ୍ଠା ଦେଖିଲେ ଜଣାଯାଏ ପୂର୍ବବଙ୍ଗରେ ମୁସିଲିମ୍ ଲିଗ୍ ଶକ୍ତିଶାଳୀ ଥିବାବେଳେ ସେ ସମୟରେ ଲକ୍ଷ ଲକ୍ଷ ହିନ୍ଦୁମାନଙ୍କ ଉପରେ ଦମନ ଲୀଳା କରିବାକୁ ସେମାନଙ୍କ ନେତା ସୁରାବର୍ଦ୍ଦି ପ୍ରବର୍ତ୍ତାଇଥିଲେ । ସେଠାରେ ଅସଂଖ୍ୟ ହିନ୍ଦୁ ମାନଙ୍କୁ ହତ୍ୟା କରାଯିବା ସହ ସେମାନଙ୍କ ସମ୍ପତିବାଡ଼ିକୁ ଧୂଳିସାତ୍ କରି ମହିଳା ଓ ଯୁବତୀମାନଙ୍କୁ ବଳାକ୍ରାର କରାଗଲା ଯାହାଦ୍ୱାରା ଲକ୍ଷ ଲକ୍ଷ ହିନ୍ଦୁ ସମୁଦ୍ର ପଥ ଦେଇ ଭାରତକୁ ପଳାୟନ କରିଥିଲେ । ଯେଉଁମାନେ କି ହିନ୍ଦୁ ହୋଇ ମଧ୍ୟ ଶରଣାର୍ଥୀର ସ୍ଥାନ ପାଇଲେ । ତେବେ ୧୯୭୧ ବଙ୍ଗଳାଦେଶର ଜାତୀୟ ମୁକ୍ତି ସଂଗ୍ରାମ ବେଳେ ପାକିସ୍ଥାନର ସୈନ୍ୟ ମାନଙ୍କ ହିନ୍ଦୁମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ପରେ ପୁନର୍ବାର ଶରଣାର୍ଥୀଙ୍କ ସୁଅ ଛୁଟିଲା । ବାଙ୍ଗଲାଦେଶୀ, ଆସାମ, ଉତ୍ତରପୂର୍ବାଞ୍ଚଳ ରାଜ୍ୟ ଓ ବିହାରରେ ଶରଣାର୍ଥୀଙ୍କୁ ଯେଉଁ ବିପୁଳ ସ୍ରୋତ ସୃଷ୍ଟି ହେଲା ତାହା କେତେକାଂଶରେ ଧର୍ମଭିତ୍ତିକ ହୋଇ ଭିନ୍ନ ଏକ ଶ୍ରେଣୀ ସଂଗ୍ରାମର ଲଢ଼େଇ ସୃଷ୍ଟି କଲା । ନୂଆ ବଙ୍ଗଳା ଦେଶ ସୃଷ୍ଟି ହେବାପରେ ଦେଶର ସାମର୍ଥ୍ୟ ନଥିବାରୁ ଅନେକ ନାଗରିକ ବିଭିନ୍ନ ଦେଶକୁ ଛୋଟ ମୋଟର କାମଦାମ ପାଇଁ ଦେଶାନ୍ତର ହେଲେ । ଆଜି ବି ଖୁବ୍ ମଜୁରୀରେ ଭଲ କଳା ନିର୍ମାଣରେ ସିଦ୍ଧହସ୍ତ ବାଙ୍ଗଲାଦେଶୀ ରାଜମିସ୍ତ୍ରୀ, ବଢ଼େଇ, ରଙ୍ଗମିସ୍ତ୍ରୀ ଓ ଗାଡ଼ି କାରିଗରଙ୍କ ଚାହିଦା କେବଳ ଓଡ଼ିଶାରେ ନୁହେଁ ଭାରତର ବିଭିନ୍ନ ରାଜ୍ୟରେ ରହିଛି । ତେବେ ବିପୁଳ ସଂଖ୍ୟକ ବାଙ୍ଗଲାଦେଶୀ ଓଡ଼ିଶା ସରକାରଙ୍କ କଡ଼ା ନଜର ତଳେ ସ୍ଥାନୀୟ ଲୋକଙ୍କ ଓ ପ୍ରଶାସନର ସହଯୋଗ ନେଇ ଦିନକୁ ଦିନ ଓଡ଼ିଶାରେ କାୟା ବିସ୍ତାର କରୁଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅସାମାଜିକ ତତ୍ତ୍ୱ ଓ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ରହି ବିଭିନ୍ନ ଚୋରା ଚାଲାଣ ବେଆଇନ କାର୍ଯ୍ୟକ୍ରମରେ ସାମିଲ ହେବା ବର୍ତ୍ତମାନର ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସ୍ଥାନୀୟ କୁଜିନେତା ଓ ପ୍ରଶାସନକୁ ହାତ କରି ଭୋଗରାଗ ଦେଇ ସ୍ଥାନୀୟ ଭୋଟର ଭାବେ ସାମିଲ ହୋଇ ସରକାରୀ ଦଳର ବଡ଼ ଭୋଟ ବ୍ୟାଙ୍କ ସାଜିଥିବାରୁ ସରକାର ଓ ଦଳ ଅନେକ ସମୟରେ ନୀରବ ରହୁଛନ୍ତି । ଅନେକ ହୁଏତ ଜାଣିନଥିବେ ଆଜି ବି ଓଡ଼ିଶାରେ ବେଆଇନ ଭାବେ ଅନୁପ୍ରବେଶ କରୁଥିବା ଅନେକ ବାଙ୍ଗଲାଦେଶୀ ଯେଉଁପରି ଭାବରେ ଖୁବ୍ କମ୍ ସମୟ ଭିତରେ ଭୋଟର କାର୍ଡ଼, ରେସନ କାର୍ଡ଼, ଆଧାର କାର୍ଡ଼, ଜବ କାର୍ଡ଼ ପାଇବା ସହ ଇନ୍ଦିରା ଆବାସ, ମନୋରେଗା ଯୋଜନା ଓ ସରକାରଙ୍କ ସରକାରୀ ବ୍ୟବସ୍ଥିତ ଅଙ୍ଗନବାଡ଼ିର ସୁବିଧା ସୁଯୋଗ ପାଇବା ସହ ସେମାନଙ୍କ ମଧ୍ୟରୁ କିଛି ମଧ୍ୟ ଓଡ଼ିଶାରେ ସରକାରୀ କର୍ମସଂସ୍ଥାନରେ ଯୋଗ ଦେବା ପାଇଁ ସକ୍ଷମ ହୋଇଛନ୍ତି । ଓଡ଼ିଶା ସରକାର ନିଜ ଭୋଟବ୍ୟାଙ୍କକୁ ସୁଦୃଢ଼ କରୁଥିବାରୁ ଏମାନଙ୍କୁ ଆଖିବୁଜା ସମର୍ଥନ ଦେଉଥିବାବେଳେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଶକ୍ତିଶାଳୀ ସରକାର ଦଳ ଅପେକ୍ଷା ଦେଶର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ କେବଳ ଓଡ଼ିଶାରେ ନୁହେଁ ସମଗ୍ର ଭାରତରେ ବିଭିନ୍ନ ଦେଶର ଅନୁପ୍ରବେଶକାରୀଙ୍କ ଉପରେ କଡ଼ା ନଜର ରଖୁଛନ୍ତି । ଏମାନଙ୍କୁ ନେଇ ଭୋଟବ୍ୟାଙ୍କ ରାଜନୀତି କରୁଥିବା ବିରୋଧୀ ଦଳମାନେ ଏ କ୍ଷେତ୍ରରେ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ନିନ୍ଦା କରିବା ଜାତୀୟତା ବିରୋଧି କହିଲେ ଅତ୍ୟୁକ୍ତି ହେବନାହିଁ । ସମଗ୍ର ବିଶ୍ୱରେ ଭାରତ ଦ୍ରୁତ ପ୍ରଗତି ଓ ଅଭିବୃଦ୍ଧିରେ ନିଜକୁ ଯଥେଷ୍ଟ ଅଗ୍ରଗତିରେ ପହଞ୍ଚାଇ ସାରିଥିବାବେଳେ ଏହିପରି ଅନେକ ଅନୁପ୍ରବେଶକାରୀ ଆତଙ୍କବାଦୀ ସାଜି ଦେଶର ଧନଜୀବନ ସୁରକ୍ଷା ପାଇଁ ଭୟଙ୍କର ବିପଦ ସାଜିଛନ୍ତି । ଭାରତରେ ପ୍ରତିଦିନ ଏହି ମାନଙ୍କ କାରଣରୁ ରକ୍ତପାତ ହୋଇ ଆମର ଅତିପ୍ରିୟ ଦେଶ ସେବକ ଯୋଦ୍ଧା ବୀରବାହିନୀ ସୈନିକମାନେ ଓ ପୁଲିସ ଭାଇମାନେ ନିଜ ମୂଲ୍ୟବାନ ଜୀବନକୁ ଦେଶ ମାତୃକାର ସୁରକ୍ଷା ପାଇଁ ବଳୀଦାନ ଦେଉଛନ୍ତି । ଏହି ତଥାକଥିତ ବାଙ୍ଗଲାଦେଶୀମାନେ କେବଳ ଓଡ଼ିଶା ନୁହେଁ ଭାରତର ଶକ୍ତି, ସାମର୍ଥ୍ୟକୁ ଲୁଣ୍ଠନ କରିବା ସହ ଯାବତୀୟ ବେଆଇନ କାର୍ଯ୍ୟକ୍ରମ କରି ଭାରତୀୟ ସ୍ୱାଭିମାନୀ ନାଗରିକଙ୍କ ନିଜ ଅଧିକାର ଓ ହକ୍କୁ ସେମାନେ ଛଡ଼ାଇ ନେଉଛନ୍ତି । ଆସାମର ଘଟଣା ସହ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଆଜି ଲକ୍ଷ ଲକ୍ଷ ଭାରତୀୟମାନେ ଏହି ଅନୁପ୍ରବେଶକାରୀ ଆତଙ୍କବାଦୀଙ୍କ ଅତ୍ୟାଚାରର ଶିକାର ହେଉଛନ୍ତି । କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନେତୃତ୍ୱରେ ଜାତୀୟ ନାଗରିକ ପଞ୍ଜିକା କାର୍ଯ୍ୟକ୍ରମ ଆସାମରେ କରାଇବା ଦ୍ୱାରା ଚାଳିଶ ଲକ୍ଷରୁ ଉଦ୍ଧ୍ୱର୍ ବେଆଇନ ବାଙ୍ଗଲାଦେଶୀ ଚିହ୍ନଟ ହୋଇପାରିଛନ୍ତି । କିନ୍ତୁ ସମଗ୍ର ଭାରତର ବିଭିନ୍ନ ରାଜ୍ୟରେ ଏମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଥିବା ସମୟରେ ଆଗାମୀ ଦିନରେ ଭାରତୀୟଙ୍କ ପାଇଁ ନିଶ୍ଚିନ୍ତ ଭାବରେ ବିପଦ ବଢ଼ିବାରେ ଲାଗିବ । ଏହି କ୍ରମରେ ଦେଖିଲେ ଶାନ୍ତିପ୍ରିୟ ଓ ଜଗନ୍ନାଥ ଦେଶ ଭାବେ ପରିଚିତ ଓଡ଼ିଶା ମଧ୍ୟ ଯେ ଅଶାନ୍ତ ନ ହେବ ତାହା କହିହେବନାହିଁ । ତେଣୁ ତୁରନ୍ତ ଏହି ବେଆଇନ ଅନୁପ୍ରବେଶକାରୀ ଓ ଅସାମାଜିକ ତତ୍ତ୍ୱମାନଙ୍କୁ ସପ୍ରମାଣେ ଧରି ସେମାନଙ୍କୁ ସେମାନଙ୍କ ନିଜ ଦେଶକୁ ପଠାଇବା ଅପରିହାର୍ଯ୍ୟ ।
Wednesday, 1 August 2018
ଓଡ଼ିଶାରେ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ

भारत कोई धर्मशाला नहीं, जहां कोई भी आकर बस जाए ! : सुब्रमण्यम स्वामी
August 1, 2018

एनआरसी को लेकर राज्यसभा में लगातार हंगामा चल रहा है ! विपक्ष ने एनआरसी को लागू करने के मुद्दे पर अमित शाह के भाषण के दौरान जमकर हंगामा किया। जिस कारण से राज्यसभा को बुधवार तक के लिए स्थगित करना पडा। भाजपा सांसद सुब्रमण्यम स्वामी ने इस मामले पर कहा, अगर कोई चटाई लेकर भारत के अंदर आ जाए तो क्या वह भारत का नागरिक हो जाएगा ?
राज्यसभा सदस्य सुब्रमण्यम स्वामी ने कहा, भारत कोई धर्मशाला नहीं है जहां पर कोई भी किसी भी देश से आकर बस जाए। अभी तो असम में एनआरसी लागू हुआ है। अगर हमारी सरकार पश्चिम बंगाल में आएगी तो हम वहां पर भी एनआरसी लागू करेंगे !

सुब्रमण्यम स्वामी ने यह भी कहा कि श्रीलंका से आए हुए तमिल प्रवासियों को भी हटाया जाना चाहिए। मूल बात यह है कि हमारे देश का जब विभाजन हुआ था तब उनको एक अलग देश मिल गया था। मेरा मानना है कि जब उनको अलग देश मिल गया तो वह भारत में घुसपैठिए के तौर पर क्यों, रह रहे हैं ?
जिनके पास नागरिक बनने का अधिकार है, उनको हम नागरिकता दे रहे हैं। जो लोग अवैध नागरिकता लेकर यहां पर रह रहे हैं उनको हम नहीं छोड रहे। मेरा मानना है कि हर प्रांत में इस तरीके से अवैध तौर पर जो लोग रह रहे हैं उनके खिलाफ कार्रवाई की जानी चाहिए !
मैं तो यह चाहता हूं कि देश की अस्मिता बचाने के लिए इस तरीके का काम करना चाहिए। मेरा मानना है कि ममता बनर्जी अगर एनआरसी का विरोध कर रही हैं और यह गलती करती हैं तो वहां की जनता उनकी सरकार को उखाड फेंकेगी !
स्त्रोत : आज तक
रोहिंग्याओं की घुसपैठ रोकने के लिए तैनात किए गए बीएसएफ, असम राइफल्स के जवान – गृहमंत्री राजनाथ सिंह
August 1, 2018

नई देहली : संसद के मानसून सत्र के दौरान मंगलवार को रोहिंग्या शरणार्थियों का मुद्दा उठाया गया। लोकसभा में गृह मंत्री राजनाथ सिंह ने रोहिंग्या को लेकर राज्यों के लिए एडवाइजरी जारी की है। राजनाथ सिंह ने कहा कि राज्य सरकारों से आग्रह किया है कि वे राज्य में रोहिंग्याओं की संख्या आदि के बारे में वे गृह मंत्रालय को इसकी सूचना दें। गृह मंत्रालय ये जानकारी विदेश मंत्रालय को देगा। विदेश मंत्रालय म्यांमार के साथ इनको डिपोर्ट करने पर बातचीत करेगा।
रोहिंग्या के घुसपैठ को रोकने के लिए बीएसएफ और असम राइफल्स तैनात
लोकसभा में गृहमंत्री राजनाथ सिंह ने बताया कि रोहिंग्या के घुसपैठ को रोकने के लिए बीएसएफ और असम राइफल्स के जवान तैनात किए गए हैं। कोशिश की जा रही है कि भारत में अब और रोहिंग्या घुसपैठ न कर पाएं। भारत में भी ४०,००० रोहिंग्या हैं !
भारत शरणार्थियों को भगाने में यकीन नहीं रखता
सासंद जुगल किशोर शर्मा ने पूछा कि जम्मू से रोहिंग्या कब बाहर होंगे ? इसका जवाब किरन रिजिजू ने दिया। उन्होंने कहा, ‘रोहिंग्या भारत की सुरक्षा के लिए खतरा हैं। सबसे ज्यादा रोहिंग्या जम्मू-कश्मीर में है। इनको सुरक्षित म्यांमार भेजने के लिए प्रयास सरकार कर रही है। राज्य सरकारों के साथ इसपर बातचीत जारी है। भारत शरणार्थियों को भगाने में यकीन नहीं रखता, लेकिन एक रेग्युलेटरी जारी करने में क्या बुराई है। हम विदेश मंत्रालय के माध्यम से रोहिंग्या को सुरक्षित रुप से म्यांमार भेजने के लिए काम कर रहे हैं लेकिन विपक्ष इसका विरोध कर रहा है। हम पहले अपने देश की सुरक्षा चाहते हैं।
भारत में भी ४०,००० रोहिंग्या
लोकसभा में टीएमसी सांसद सुगत बोस ने सवाल किया कि विदेश मंत्रालय बांग्लादेश में रोहिंग्या के लिए ऑपरेशन इंसानियत चला रहे हैं। भारत में भी ४०,००० रोहिंग्या हैं, तो क्या हम इंसानियत सिर्फ उन्हीं के लिए दिखाएंगे जो बांग्लादेश में हैं ? इस पर किरन रिजजू ने कहा कि देश के सभी हिस्सों में अलग-अलग जगहों पर प्रवासी है जिनको नागरिकता एक्ट के प्रावधानों के तहत देखा जाता है और नागरिकता देना या न देना इस एक्ट के प्रावधानो पर निर्भर है !
स्त्रोत : जागरण
Tuesday, 31 July 2018
अवैध तरीके से रहनेवाले ४० लाख नागरिकों के लिए पिघला ममता बनर्जी का दिल
July 31, 2018

नई देहली : असम में नागरिकता को लेकर सोमवार को जारी राष्ट्रीय नागरिक रजिस्टर (एनआरसी) के दूसरे और अंतिम मसौदे में ४० लाख नागरिकों के अवैध होने का दावा किया गया है । इसे लेकर पश्चिम बंगाल की मुख्यमंत्री और तृणमूल कांग्रेस की अध्यक्ष ममता बनर्जी ने भाजपा पर निशाना साधा है । उन्होंने इसे भाजपा की वोट पॉलिटिक्स करार दिया है । उन्होंने मामले में सवाल भी उठाए हैं ।
उन्होंने पूछा है कि, जिन ४० लाख लोगों के नाम मसौदे में शामिल नहीं किए गए हैं, वे कहां जाएंगे ? क्या उनके लिए केंद्र सरकार ने कोई व्यवस्था की है ? उन्होंने कहा कि इससे सबसे अधिक पश्चिम बंगाल प्रभावित होगा । ममता बनर्जी ने सोमवार को भाजपा सरकार पर हमला बोलते हुए कहा कि असम में अधिकांश लोग ऐसे हैं जिनके पास आधार कार्ड हैं, पासपोर्ट हैं परंतु उनके नाम मसौदा सूची से गायब हैं । मसौदा सूची से लोगों के नाम उनके सरनेम के आधार पर हटाए गए हैं । उन्होंने सवाल उठाया कि क्या सरकार लोगों को जबरन वहां से निकालना चाहती है ?
ममता बनर्जी ने कहा कि, असम से लोगों को गेम प्लान के अंतर्गत हटाया जा रहा है । हम इसलिए चिंतित हैं क्योंकि लोगों को अपने ही देश में बतौर रिफ्यूजी रहने को मजबूर किया जा रहा है । यह बंगाली भाषी लोगों और बिहार के लोगों को बेदखल करने की योजना है । इसका असर पश्चिम बंगाल पर भी पडेगा । ममता का कहना है कि, वह असम जाने का प्रयास करेंगी ।
बता दें कि मामले में गृह मंत्री राजनाथ सिंह ने जानकारी देते हुए बताया कि कुछ लोग इस मुद्दे पर बेवजह डर का माहौल बना रहे हैं । उन्होंने इस रिपोर्ट को निष्पक्ष बताया है । उन्होंने कहा कि इस मामले में गलत सूचना फैलाने की आवश्यकता नहीं है ।
स्त्रोत : झी न्यूज
भारत सरकार की बडी पहल, ५२ बांग्लादेशियों को उनके वतन भेजा गया
July 31, 2018

धुब्री : असम के हिरासत शिविर में रखे गए ५२ बांग्लादेशी नागरिकों को अंतरराष्ट्रीय सरहद पर बांग्लादेश के अधिकारियों के सुपुर्द किया गया। दक्षिण सलमार-मानकाचर जिले के ५२ हिन्दू-मुस्लिमों को २०१२ से हिरासत में रखा गया था। इनमें पांच महिलाएं और चार बच्चे भी शामिल हैं।
मानकाचर में सहपरा बीएसएफ सीमा चौकी के जरिए बांग्लादेशियों को उनके देश भेजा गया। इस दौरान असम पुलिस के पुलिस उप महानिरीक्षक (सीमा) रौनक अली हजारिका, दक्षिण सलमार-मानकाचर जिले की उपायुक्त ए सुल्ताना और अन्य अधिकारी मौजूद थे।
स्त्रोत : पंजाब केसरी
Monday, 30 July 2018
ଅନୁପ୍ରବେଶକୁ ରୋକ
ଅନୁପ୍ରବେଶକୁ ରୋକ ଅନୁପ୍ରବେଶକାରୀଙ୍କ ବିରୋଧରେ ଦେଶର ସବୁଠାରୁ ବଡ ଅଭିଯାନ ଅନ୍ତର୍ଗତ ଆସାମରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ନାଗରିକମାନଙ୍କୁ ଚିହ୍ନଟ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ଆସାମ ସରକାର ନ୍ୟାସନାଲ୍ ରେଜିଷ୍ଟ୍ରର ଅଫ୍ ସିଟିଜେନ୍ସ (ଏନ୍ଆର୍ସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ କରିଛନ୍ତି । ଏଥିରେ ପ୍ରାୟ ୪୦ଲକ୍ଷ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି । ଦୀର୍ଘ ଦିନ ଧରି ଏହି ଲୋକମାନେ ଆସାମରେ ବସବାସ କରୁଥିବାରୁ ହଠାତ ସେମାନଙ୍କୁ ଅବୈଧ ଦର୍ଶାଇବା କାରଣରୁ ଉତ୍ତେଜନା ପ୍ରକାଶ ପାଇଛି । ତେଣୁ ସମଗ୍ର ଆସାମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ଆସାମକୁ ୨୨୦ କମ୍ପାନୀ ସିଆର୍ପିଏଫ୍ ଜବାନଙ୍କୁ ପଠାଇଛନ୍ତି । ଆସାମର ସବୁ ସୀମାକୁ ସିଲ୍ କରିଦିଆଯାଇଛି । ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଆସାମରେ ରହୁଥିବା ଲୋକ ଓ ସେମାନଙ୍କ ପରିବାରବର୍ଗକୁ ଆସାମର ନାଗରିକ ଭାବେ ଚିହ୍ନଟ କରାଯାଇଛି । ଅନ୍ୟମାନଙ୍କୁ ବିଦେଶୀ ନାଗରିକ ବୋଲି ଦର୍ଶାଯାଇଛି । ଏନେଇ କେନ୍ଦ୍ର ଗୃହ ବିଭାଗ ଦର୍ଶାଇଛି ଯେ, ତାଲିକା ଚୂଡାନ୍ତ ନୁହେଁ । ତେବେ ଏଠାରେ ଆଲୋଚନାର ପ୍ରସଙ୍ଗ ହେଉଛି ଏଭଳି ସମସ୍ୟା ପାଇଁ ଦାୟୀ କିଏ । ଏହି ସମସ୍ୟା ଦିନକର ନୁହେଁ । ବାଂଲାଦେଶୀଙ୍କ ପାଇଁ ଆସାମ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଛତିଶଗଡ ଓ ଓଡିଶା ଚରାଭୂଇଁ । ଉପକୂଳଗୁଡିକରେ ସାମୁଦ୍ରିକ ଥାନା ରହିଛି । କିନ୍ତୁ ସେଗୁଡିକ କାମ କରେ ନାହିଁ । ବାଂଲାଦେଶୀରୁ ଆସୁଥିବା ଅନୁପ୍ରବେଶକାରୀ ଭାରତ ଉପକୂଳରେ ପ୍ରଥମେ ମାଛ ଧରିବା ପାଇଁ ଆସି ପରେ ସେହି ସ୍ଥାନରେ ଆସ୍ଥାନ ଜମେଇଥାନ୍ତି । ପରେ ପରେ ନିଜର ସହଯୋଗୀଙ୍କୁ ଆଣି ଅନ୍ୟ ମାଛଧରା ବୋଟଗୁଡ଼ିକରେ ନିଯୁକ୍ତ କରି ଆଡ୍ଡା ଜମାଇ ଥାନ୍ତି । ଏହିପରିଭାବେ ସେମାନେ ନିଜ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିବାରେ ଲାଗିଛନ୍ତି । କେବଳ ସେତିକି ନୁହେଁ ବାଂଲାଦେଶରୁ ଆସୁଥିବା ଚୋରାମାଲ ଛୋଟ ଛୋଟ ଡଙ୍ଗାରେ ଆଣି ବେପାର କରୁଛନ୍ତି । ଗୋ ଚାଲାଣ, ଜାଲନୋଟ ଆଦି କାରବାରରେ ଏହି ଅନୁପ୍ରବେଶକାରୀମାନେ ସଂପୃକ୍ତ ରହୁଛନ୍ତି । ଓଡିଶାରେ ମଧ୍ୟ ସେମାନଙ୍କ ଦୌରାତ୍ମ୍ୟ କିଛି କମ ନୁହେଁ । ଏହି ଅନୁପ୍ରବେଶକାରୀ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକରେ ଏକ ପଡା ତିଆରି କରି ତାହାର ନାମ ପାକିସ୍ଥାନପଡା ଦେଇଥିଲେ । ପରେ ପରେ ତାହା ବିନୋବା ନଗର ନାମରେ ନାମିତ ହୋଇଥିଲା । ଆତଙ୍କବାଦୀ ଓ ଅନୁପ୍ରବେଶକାରୀଙ୍କ କବଳରୁ ଦେଶର ଉପକୂଳକୁ ସୁରକ୍ଷା ଯୋଗାଇ ଦେବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । ତେବେ ରାଜ୍ୟ ସରକାରମାନେ ଏହାକୁ ହାଲ୍କା ଭାବେ ନେଉଛନ୍ତି । ସାମୁଦ୍ରିକ ଥାନାଗୁଡିକରେ କର୍ମଚାରୀ ଅଭାବ ତ କେଉଁଠି ଥାନାର ନିଜସ୍ୱ ଘର ନାହିଁ ଭଡ଼ା ଘରେ ଚାଲିଛି । ଆଉ କେତେକ ଥାନାରେ ବୋଟ ଅଚଳ, ଯାହାଦ୍ୱାରା ପଇଁତରା ମାରିବା ସମ୍ଭବ ହେଉ ନାହିଁ । ଦେଶର ସୁରକ୍ଷାକୁ ଅଗ୍ରାଧିକାର ଦେଇ ସରକାର ସମସ୍ତ ସାମୁଦ୍ରିକ ଥାନାର ନବୀକରଣ କରିବା ଜରୁରୀ ହୋଇ ପଡ଼ିଛି । ଏବେ ଦେଖାଯାଉଛି ଏହି ବିଦେଶୀ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ । ଖୋଦ୍ ରାଜଧାନୀ ଭୁବନେଶ୍ୱର ସହରର ବିଭିନ୍ନ ସହରତଳି ଅଞ୍ଚଳଠାରୁ ବସ୍ତିମାନଙ୍କରେ ଏମାନେ ଛାଇଗଲେଣି । ଏମାନେ କିଏ ଓ କେଉଁଠୁ ଆସୁଛନ୍ତି ବୋଲି ପୁଲିସର ମଧ୍ୟ ସାମାନ୍ୟ ଅନିସନ୍ଧିତ୍ସୁ ଭାବ ନାହିଁ । ଏପରିସ୍ଥଳେ ସେମାନେ ନାଗରିକ ପରିଚୟପତ୍ର ହାସଲ କରିବାକୁ ଚାହିଁବା କିଛି ବଡ଼କଥା ନୁହେଁ । ଥରେ ଏହି କାର୍ଡ଼ ସେମାନଙ୍କ ହାତରେ ପଡ଼ିଗଲେ, ତେଣିକି ସେମାନଙ୍କୁ କେହି ଅନୁପ୍ରବେଶକାରୀ ବୋଲି କହିପାରିବେ ନାହିଁ । ଜନଗଣନା ବ୍ୟବସ୍ଥାରେ ଥିବା ଆଇନଗତ ତ୍ରୁଟିବିଚ୍ୟୁତି ମଧ୍ୟ ସେମାନଙ୍କୁ ବେଶ୍ ସୁହାଉଛି । ଫଳରେ ଜନଗଣନାକାରୀ ଅନିଚ୍ଛାସତ୍ତେ୍ୱ ବି ଏହି ଅନୁପ୍ରବେଶକାରୀଙ୍କୁ ସ୍ଥାନୀୟ ବାସିନ୍ଦା ବୋଲି ତାଲିକାଭୁକ୍ତ କରିବାକୁ ବାଧ୍ୟ ହେଉଛି । ଦିନକୁ ଦିନ ଏମାନଙ୍କର ରାଜନୈତିକ ପ୍ରଭାବ ମଧ୍ୟ ବଢ଼ୁଛି । କେବଳ ରାଜ୍ୟ ନୁହେଁ, ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ଏଭଳି ଅନୁପ୍ରବେଶକାରୀଙ୍କ ଦ୍ୱାରା ବିପନ୍ନ ହେବାର ସୂଚନା ଏବେ ଚିନ୍ତାର କାରଣ ହୋଇଛି । କେବଳ ଏତିକି ନୁହେଁ, ଏମାନେ ବାହା ହେବାର ମିଥ୍ୟା ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ବାହାର ରାଜ୍ୟକୁ ଚାଲାଣ, ନିଶାଦ୍ରବ୍ୟର ଚୋରା ବ୍ୟବସାୟ, ଗୋରୁ ଚାଲାଣ , ଭାରତ ବିରୋଧୀ ଗତିବିଧି , ହିଂସାକାଣ୍ଡ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ବଡ ବଡ ଅପରାଧରେ ମଧ୍ୟ ଜଡ଼ିତ ଥିବା ଦେଖିବାକୁ ମିଳୁଛି । ଏମାନଙ୍କ ପାଇଁ ଅନେକ ସ୍ଥାନରେ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି ହେଉଛି । ଆସାମରେ ସ୍ଥାନୀୟ ଅଧିବାସୀ ଓ ବେଆଇନଭାବେ ଅନୁପ୍ରବେଶ କରି ରହୁଥିବା ବାଂଲାଦେଶୀଙ୍କ ମଧ୍ୟରେ ବାରମ୍ବାର ଘଟୁଥିବା ସଂଘର୍ଷରୁ ଦଙ୍ଗା ଭଳି ଦୁଃଖଦ ସ୍ଥିତି ଉପୁଜୁଛି । ଏଥିରେ ଲକ୍ଷଲକ୍ଷ ଲୋକ ଗୃହଶୂନ୍ୟ ହେଉଛନ୍ତି ଓ ବହୁ ଲୋକଙ୍କ ମୃତ୍ୟୁ ଘଟୁଛି । ଆମ ଦେଶର ପୂର୍ବାଞ୍ଚଳରେ ଥିବା ରାଜ୍ୟ ଗୁଡିକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଯେଭଳି ବଢ଼ିଚାଲିଛି, ତାହା ନିଶ୍ଚୟ ଚିନ୍ତାର ବିଷୟ । ବାଙ୍ଗଲାଦେଶୀ ଅନୁପ୍ରବେଶକାରୀମାନେ ବିଭିନ୍ନ ପ୍ରକାରର ବେଆଇନ କାର୍ଯ୍ୟକଳାପରେ ଲିପ୍ତଥିବା କୁହାଯାଉଛି । ତେବେ ଏକଥା ସତ ଯେ ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରୁ ଅଧିକାଂଶ ଗରିବ ହୋଇଥିବାରୁ ହିଁ ବେଆଇନଭାବେ ଭାରତରେ ରହୁଛନ୍ତି । କିନ୍ତୁ ଅଧିକ ଦିନ ବେଶି ଲୋକ ଯଦି ଏଭଳି ବେଆଇନ ଭାବେ ରହିବାକୁ ଲାଗିବେ ବା ବେନିୟମ କାର୍ଯ୍ୟ କରୁଥିବେ, ତାହା ଦେଶ ପ୍ରତି ବିପଦ ସୃଷ୍ଟି କରିବା ସ୍ୱାଭାବିକ । ତେଣୁ ଏଭଳି ଲୋକଙ୍କୁ ଆସାମ ସରକାରଙ୍କ ପରି ଅନ୍ୟ ରାଜ୍ୟ ସରକାରମାନେ ଯଥାଶୀଘ୍ର ଚିହ୍ନଟ କରନ୍ତୁ । ନେତାମାନେ ଆଉ ସେମାନଙ୍କୁ ନିଜର ଭୋଟବ୍ୟାଙ୍କ୍ ବୋଲି ଭାବନ୍ତୁ ନାହିଁ । ଯେଉଁମାନେ ବେଆଇନ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ପୁଲିସ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରୁ । ଯଦି ଏହାକୁ ଉପେକ୍ଷା କରାଯାଏ, ତେବେ ଭବିଷ୍ୟତରେ ଆସାମ ଭଳି ପରିସ୍ଥିତି ଯେ ସୃଷ୍ଟି ନହେବ, ତାହା କହିହେବ ନାହିଁ । ଓଡ଼ିଶାରେ ବାଂଲାଦେଶୀଙ୍କ ପ୍ରବେଶ ସଂପର୍କିତ ତଥ୍ୟକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଦେଶ ସ୍ୱାଧୀନ ହେବାପରେ ଦଣ୍ଡକାରଣ୍ୟ ଯୋଜନାରେ ବାଂଲାଦେଶୀ ଶରଣାର୍ଥୀଙ୍କୁ ଦେଶରେ ରହିବାର ସୁଯୋଗ ମିଳିଥିଲା । ଏହି ସମୟରେ ଓଡ଼ିଶାରେ ମାତ୍ର ୨୩ଜଣ ବାଂଲାଦେଶୀ ଶରଣାର୍ଥୀ ଆଶ୍ରୟ ନେଇଥିଲେ । ପୁନର୍ବାର ୧୯୭୧ମସିହାରେ ଓଡ଼ିଶାକୁ ୧୫୦୦ବାଂଲାଦେଶୀ ଆସିଥିଲେ । ଏହାପରେ ସରକାରୀ ଭାବେ କେବେ ବି ବାଙ୍ଗଲାଦେଶୀଙ୍କୁ ରାଜ୍ୟରେ ଆଶ୍ରୟ ଦିଆଯାଇନାହିଁ । ପରେ କିନ୍ତୁ ବହୁ ବାଙ୍ଗଲାଦେଶୀ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଆସି ଅବିଭକ୍ତ କଟକ ଜିଲା ସମେତ ସମୁଦ୍ର ତଟବର୍ତ୍ତୀ ଜିଲା ଗୁଡିକରେ ଆସ୍ଥାନ ଜମାଇଥିଲେ । କିନ୍ତୁ ବର୍ତ୍ତମାନ ବେସରକାରୀ ହିସାବରେ ଜଗତସିଂହପୁର ଜିଲାରେ ପାଖାପାଖି ୧୦ହଜାରରୁ ଅଧିକ ବାଂଲାଦେଶୀ ଲୋକେ ବସବାସ କରୁଛନ୍ତି । ବିଶେଷକରି ଏରସମା ଓ ପାରାଦ୍ୱୀପ ପୌରପାଳିକା ଅଞ୍ଚଳରେ ବାଂଲାଦେଶୀ ନାଗରିକ ବସବାସ କରିବା ସହ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ତେବେ ସରକାରୀ ଭାବେ ବିଭିନ୍ନ ସମୟରେ ଜିଲାରେ ବାଂଲାଦେଶୀଙ୍କ ସଂଖ୍ୟା ନେଇ ସର୍ଭେ ହୋଇଛି । ହେଲେ କୌଣସି ଥର ବି ସଠିକ୍ ତଥ୍ୟ ସାମ୍ନାକୁ ଆସିପାରିନି । ୨୦୦୫ରେ ବାଙ୍ଗଲାଦେଶୀ ଚିହ୍ନଟ ପ୍ରକ୍ରିୟାରେ ଜଗତସିଂହପୁର ଜିଲ୍ଲାରେ ୮୮୭ଜଣ ବାଙ୍ଗଲାଦେଶୀ ଥିବା ଜଣାପଡିଥିଲା । ପାରାଦ୍ୱୀପ ପୌରପାଳିକା ଅଞ୍ଚଳରେ ୨୯୭ଜଣ ଥିବାବେଳେ ଏରସମାରେ ୪୨୩ଜଣ ଓ ବାଲିକୁଦାରେ ୧୬୭ଜଣ ବାଙ୍ଗଲାଦେଶୀ ଥିବା ସରକାରୀ ଭାବେ ଘୋଷଣା ହୋଇଥିଲା । ହେଲେ ଚିହ୍ନଟ ହୋଇଥିବା ବାଙ୍ଗଲାଦେଶୀ ନାଗରୀକଙ୍କୁ ଜିଲାରୁ ହଟାଇବାକୁ ଆଜି ପର୍ଯ୍ୟନ୍ତ କୌଣସି ଯୋଜନା ହେଲାନାହିଁ । କାର୍ଯ୍ୟାନୁଷ୍ଠାନ ନହେବାରୁ ଦିନକୁ ଦିନ ଅଧିକ ସଂଖ୍ୟାରେ ବାଂଲାଦେଶୀ ଅନୁପ୍ରବେଶକାରୀ ଜିଲ୍ଲାରେ ଆସ୍ଥାନ ଜମାଉଛନ୍ତି । ଅନ୍ୟପକ୍ଷରେ, ଜଗତସିଂହପୁର ଜିଲ୍ଲାର ଏରସମା ଓ ପାରାଦ୍ୱୀପ ପୌରପାଳିକାରେ ବାଙ୍ଗଲାଦେଶୀ ପରିବାର ଖଣି ପଡିବା ଭଳି ରହିଛନ୍ତି । ପୌରପାଳିକାର ଷଣ୍ଢକୁଦ ବସ୍ତିରେ ବହୁ ବାଂଲାଦେଶୀ ପରିବାର ରହୁଥିବା ବେଳେ ମୂଷାଢିହାରେ ବି ୩୦୦୦ରୁ ଅଧିକ ବାଂଲାଦେଶୀ ରହୁଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ବାଙ୍ଗଲାଭାଷୀ ଲୋକମାନେ ବାଂଲାଦେଶୀଙ୍କୁ ଏଠାରେ ଆଶ୍ରୟ ଦେଉଛନ୍ତି । ନିଜର ବନ୍ଧୁବାନ୍ଧବ ବୋଲି ଦର୍ଶାଇ ବାଂଲାଦେଶୀ ପରିବାରକୁ ଜଗତସିଂହପୁର ଜିଲାରେ ରହିବାର ସୁଯୋଗ ଦେଉଛନ୍ତି । ଫଳରେ ବହୁ ସଂଖ୍ୟାରେ ବାଂଲାଦେଶୀ ଭୋଟର ପରିଚୟପତ୍ର ହାସଲ କରିଥିବା ବେଳେ ସରକାରଙ୍କର ବିଭିନ୍ନ ଯୋଜନାର ଫାଇଦା ନେଉଛନ୍ତି । ଏମିତି ହିସାବ କଲେ ଜଗତସିଂହପୁର ଜିଲାରେ ଏବେ ୫୦ହଜାରରୁ ଅଧିକ ବାଂଲାଦେଶୀ ଲୋକ ଥିବା ବେସରକାରୀ ସୂତ୍ରରୁ ଜଣାପଡିଛି । ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ଯୋଗୁଁ କେବଳ ଅପରାଧ ବୃଦ୍ଧି ପାଉ ନାହିଁ, ଦେଶର ଅର୍ଥନୀତି ଦୁର୍ବଳ ହେଉଛି । ଡେମୋଗ୍ରାଫି ବଦଳି ଯାଉଛି । ଆମ ସମ୍ବଳ ଉପରେ ଚାପ ସୃଷ୍ଟି ହେଉଛି । ଏହା ଏକ ଗୁରୁତର ପ୍ରସଙ୍ଗ । ଏହା ଉପରେ ସରକାର ତୁରନ୍ତ ଶକ୍ତ କାର୍ଯ୍ୟାନୁଷ୍ଠାନ କରିବା ଉଚିତ । ଆସାମ ସରକାରଙ୍କ ପରି ଓଡିଶ ସମେତ ସବୁ ପ୍ରଭାବୀ ରାଜ୍ୟ ବାଙ୍ଗଲାଦେଶୀଙ୍କୁ ହଟାିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଉଚିତ ।
असम NRC : असम में रहने वाले ४० लाख लोग अवैध नागरिक
July 30, 2018
आज आए दिन देश में घुसपैठियों की समस्या बढ रही है । असम NRC ड्राफ्ट देखते हुए भारत के लिए इन घुसपैठीयों की समस्या कितनी गंभीर है यह बात ध्यान में आती है । एेसी घटनाआें के लिए भारत के ही भ्रष्ट अधिकारी तथा कुछ राष्ट्रविरोधी नागरिक उत्तरदायी है । इस कारण भारत में जिहादी लोगों को आसानी से आधार कार्ड, राशन कार्ड, पॅन कार्ड जैसे महत्त्वपूर्ण दस्तावेज मिल जाते है आैर यही जिहादी आगे चलकर भारत की सुरक्षा को खतरा बन जाते है तथा भारत में आतंकी गतिवीधीयों को अंजाम देते है । असम NRC ड्राफ्ट जारी होने के बाद जो लोग अवैध रुप से रह रहे है क्या सरकार उन्हे जल्द से जल्द देश से करेगी ?

असम में नेशनल रजिस्टर ऑफ सिटीजन (NRC) की दूसरी लिस्ट जारी कर दी गई है । इसके अनुसार सूबे में रह रहे ४० लाख लोग भारतीय नागरिक नहीं हैं । इसका सीधा मतलब ये हुआ कि राज्य की लगभग १३ प्रतिशत जनसंख्या अवैध है । इस आंकडे का ये भी मतलब हुआ कि हर ७.५ वां शख्स इस देश का नागरिक नहीं है या हर ७.५ लोगों में एक नागरिक अवैध है ।
आपको बता दें कि, एनआरसी के अनुसार कुल २ करोड ८९ लाख ८३ हजार ६६८ लोग ही भारत के नागरिक हैं, जबकि असम की कुल जनसंख्या ३ करोड २९ लाख है । जिन ४० लाख लोगों को अवैध करार दिया गया है उन्हें अपनी नागरिकता साबित करने का एक और मौका मिलेगा ।
बता दे कि, एनआरसी की पहली लिस्ट ३१ दिसंबर २०१७ को जारी हुई थी । तब पहली लिस्ट में १.९० करोड लोगों को शामिल किया गया था । अब जब दूसरी लिस्ट जारी की गई है तो लगभग एक करोड लोगों को लिस्ट में शामिल किया गया है और ४० लाख लोगों को नागरिकता नहीं मिली है ।
दूसरी लिस्ट आखिरी लिस्ट तो नहीं है, परंतु एनाआरसी की आेर से इसे संपूर्ण लिस्ट बताया गया है । इसका सीधा मतलब ये हुआ कि अब जो आखिरी लिस्ट आएगी में उसमें वही नाम शामिल किए जाएंगे जो तकनीकी आधार पर छूट गए होंगे ।
आप क्या कर सकते है ?
१. फर्जी दस्तावेज बनाने में मदद करनेवाले एेसे भ्रष्ट अधिकारीयोंपर कठोर कारवार्इ करने की केन्द्र सरकार से मांग करें । इसके लिए ज्ञापन प्रस्तुती कर सकते है ।
२. यदि आप के क्षेत्र में इस प्रकार से कोर्इ अधिकारी फर्जी दस्तावेज बनाता ध्यान में आए, तो तुरंत उसकी सूचना पुलिस को दें । यदि फिर भी कुछ कारवार्इ नही होती, तो हमें contact@hindujagruti.org इस र्इमेल पतेपर भेजे ।
३. अाप के क्षेत्र में यदि कोर्इ व्यक्ती संदिग्ध तरीके रहता नजर आए तो उसकी सूचना पुलिस को दें।
Subscribe to:
Posts (Atom)